.
ଗୋଡ଼େଇଛନ୍ତି ଆମକୁ ମାରିବେ ବୋଲି, ଅସୁରକ୍ଷିତ ବବୁଲୁ ର ପଡୋସି ! ଭୁବନେଶ୍ଵର ନୟାପଲ୍ଲୀ ବବୁଲ ଦାସ ହତ୍ୟା କାଣ୍ଡ ଘଟଣା ରେ ନୂଆ ମୋଡ଼।5 ଅଭିଯୁକ୍ତ ଗିରଫ ପରେବି ଅସୁରକ୍ଷିତ ବବୁଲୁ ର ପଡୋସି ଲୋକ । ଅଭିଯୁକ୍ତ ମାନଙ୍କର ସହଯୋଗୀ ଓ ପରିବାର ର କିଛି ସଦସ୍ୟ ମାନେ ତାଙ୍କୁ ଧମକ ଦେଉଥିବା କହିଛନ୍ତି। ଅଭିଯୁକ୍ତ ମାନଙ୍କର ଘର କୁ ମାଟିରେ ମିଶାଇବାକୁ ଦାବି କରିଛନ୍ତି। ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ! nayapalli Bablu murder case, bbsr. #NayapalliMurder #BhubaneswarMurder #OdishaCrime #JusticeForBablu #NayapalliPolice #Unit8Murder #BhubaneswarNews #OdishaPolice #NanduArrested #CrimeBranchOdisha Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
