Breaking News
କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ ଦେଖନ୍ତୁ କଟକ ପୁଅର ଭାଇରାଲ ଡ୍ୟାନ୍ସ, ନାଚ ଦେଖି ପ୍ରଶଂସା କଲେ ହ୍ରିତିକ୍ ରୋଶନ... ବାଂଲାଦେଶୀ ଲିଙ୍କ୍: ଯାଜପୁରରୁ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଗିରଫ କଲା ଜଗତସିଂହପୁର ପୋଲିସ ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଖଟରେ ବୁହା ହେଲେ ପ୍ରସୂତୀ.... ଅପାର ଶ୍ରୀଜଗନ୍ନାଥଙ୍କ ମହିମା: ଶୁଣିଲେ ଭକ୍ତର ଡାକ, ସୁସ୍ଥ ହେଉଛି କୋମାରେ ଥିବା ପୁଅ.. ହିନ୍ଦୋଳ ଟ୍ରେଜେରୀ ଅଫିସ୍ର ପୂର୍ବତନ ବରିଷ୍ଠ କିରାଣି ଗିରଫ, ୬୮.୮୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣଙ୍କର ମୃତ୍ୟୁ ଦଲାଲ୍ଙ୍କ କବ୍ଜାରେ ଶୈଶବ, ବର୍ଷକରେ ଖୋର୍ଦ୍ଧା ଜିଲ୍ଲାରୁ ୯୫ ଶିଶୁ ଶ୍ରମିକ ଉଦ୍ଧାର ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ସ୍କୁଲ୍ରେ କ୍ରୀଡ଼ା ଇଭେଣ୍ଟ ଉପରେ ରୋକ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ସରିଲା ରିମାଣ୍ଡ, ଜେଲକୁ ଫେରିଲେ ୪ ଅଭିଯୁକ୍ତ ରେକର୍ଡ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ, ୧ ଡଲାର=୮୯.୬୮ ଟଙ୍କା... କଟକରେ ଡବଲ୍ ମର୍ଡର୍: ବାପା ଓ ସାବତ ମା’ଙ୍କ ଗଳାକାଟି ହତ୍ୟା କଲା ନୃଶଂସ ପୁଅ ଆଜି ସୃଷ୍ଟି ହେବ ଲଘୁଚାପ; ଶକ୍ତିଶାଳୀ ବାତ୍ୟା ପାଇଁ ପାଗ ଅନୁକୂଳ, ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା Saturday Horoscope: ଶନିବାର ରାଶିଫଳ (୨୨-୧୧-୨୦୨୫) ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଏନସିସି ସୁବିଧା ପ୍ରଦାନ
Published On Nov 22, 2025 12:45 PM IST
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ପୀରହାଟ ଥାନା ଅଧିନ କମାରିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଘରୋଇ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ସ୍କୁଟି ଆରୋହୀ ଦୁଇଜଣ ରାସ୍ତା କଡକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଉକ୍ତ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟଲୋକେ ଧକ୍କା ଦେଇଥିବା ବସଟିକୁ ଅଟକ ରଖିଛନ୍ତି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା। ମୃତକ ଦୁଇ ଜଣ ତିହିଡି ଅଞ୍ଚଳର ବୋଲି ଜଣାପଡିଛି।
About The Author

2 months ago
8
