ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ ! EC announces Rajya Sabha polls

6 hours ago 1
.


ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ ! ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୪ଟି ଆସନରେ ହେବ ନିର୍ବାଚନ । ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ । ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ହେବ । EC announces Rajya Sabha polls #EC #announces #RajyaSabhapolls #election #pratidintv #odisha our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Read Entire Article