Breaking News
ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜଳ ବିଶୋଧନାଗାର ସହିତ ସୌର-ଚାଳିତ ନଳକୂପ ସ୍ଥାପନ ଦିନ ଦ୍ଵିପ୍ରହରରେ ରାଜଧାନୀରୁ ଲୁଟ୍: ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ ମୁମ୍ବାଇ ଉପକୂଳରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ଇରାନ ସହ ଜଡିତ ୩ ଆମେରିକା-ପ୍ରତିବନ୍ଧିତ ତୈଳ ଟ୍ୟାଙ୍କର ଜବତ ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ ପୁଅର ମୃତ୍ୟୁ ଶୋକ ସହିପାରିଲେନି ବାପା-ମା’: ୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଭିଡିଓ ଛାଡି ଆତ୍ମହତ୍ୟା କଲେ ଦମ୍ପତି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା, ଭଗବାନପୁରରେ ବୁଲିଲା ଖଣ୍ଡା: ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: RBIରେ ୬୫୦ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କିପରି କରିବେ ଆବେଦନ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡର ବର୍ଷୀୟାନ ଲେଖକ ସଲିମ ଖାନ; ବାପାଙ୍କୁ ଭେଟିବାକୁ ତରବରିଆ ଭାବେ ପହଞ୍ଚିଲେ ସଲମାନ ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡର ବରିଷ୍ଠ ଲେଖକ ସଲିମ ଖାନ: ହସ୍ପିଟାଲରେ ପହଞ୍ଚିଲେ ପୁଅ ସଲମାନ ଖାନ ଡ୍ରେନ ଗାତରେ ଗଳି ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ଦୁଇ ବାଳ ଅପରାଧୀ ଚମ୍ପଟ The Kerala Story 2 trailer out: ‘ଦ କେରଳ ଷ୍ଟୋରୀ ୨’ର ଦମଦାର୍ ଟ୍ରେଲର ରିଲିଜ୍: ଧର୍ମାନ୍ତରୀକରଣ ଓ ସଂଘର୍ଷକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା ବିଜୟ-ରଶ୍ମିକାଙ୍କ ବାହାଘର: 'ନୋ ଫୋନ୍' ପଲିସି ସହ ଷ୍ଟାରଙ୍କୁ ମନା, ମାସେ ଯାଏଁ ସୁଟିଂ ବନ୍ଦ! କୋଚିନ୍ ସିପିୟାର୍ଡକୁ ମିଳିଲା ୫,୦୦୦ କୋଟିର ବଡ଼ ଅର୍ଡର, ରକେଟ୍ ଭଳି ବଢ଼ିଲା ସେୟାର ଦର ଆଜି ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ, ଏହି ୪ ରାଶି ପାଇଁ ଅତ୍ୟନ୍ତ ଶୁଭ...
ମନୋରଞ୍ଜନ
ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡର ବର୍ଷୀୟାନ ଲେଖକ ସଲିମ ଖାନ; ବାପାଙ୍କୁ ଭେଟିବାକୁ ତରବରିଆ ଭାବେ ପହଞ୍ଚିଲେ ସଲମାନ 17 Feb 2026 14:20:32
ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡର ବରିଷ୍ଠ ଲେଖକ ସଲିମ ଖାନ: ହସ୍ପିଟାଲରେ ପହଞ୍ଚିଲେ ପୁଅ ସଲମାନ ଖାନ 17 Feb 2026 14:17:58
The Kerala Story 2 trailer out: ‘ଦ କେରଳ ଷ୍ଟୋରୀ ୨’ର ଦମଦାର୍ ଟ୍ରେଲର ରିଲିଜ୍: ଧର୍ମାନ୍ତରୀକରଣ ଓ ସଂଘର୍ଷକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା 17 Feb 2026 13:33:55
ବିଜୟ-ରଶ୍ମିକାଙ୍କ ବାହାଘର: 'ନୋ ଫୋନ୍' ପଲିସି ସହ ଷ୍ଟାରଙ୍କୁ ମନା, ମାସେ ଯାଏଁ ସୁଟିଂ ବନ୍ଦ! 17 Feb 2026 13:31:28
ଓଡ଼ିଶା
ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 17 Feb 2026 17:07:16
କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜଳ ବିଶୋଧନାଗାର ସହିତ ସୌର-ଚାଳିତ ନଳକୂପ ସ୍ଥାପନ 17 Feb 2026 16:57:42
ଦିନ ଦ୍ଵିପ୍ରହରରେ ରାଜଧାନୀରୁ ଲୁଟ୍: ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ 17 Feb 2026 16:33:43
ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ 17 Feb 2026 16:02:55
ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କଟକ ଜିଲ୍ଲାର ମୁଣ୍ଡୁଳି ଯାଇ CRPF ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ସମ୍ଭାବନା ରହିଛି। ସେହିପରି ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିପାରନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
About The Author
ବଡ ଖବର
ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 17 Feb 2026 17:07:16
ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ 17 Feb 2026 16:02:55
ବିଚିତ୍ର ନିୟମ: ଓଡ଼ିଶା ଗାଡ଼ିକୁ ଫିଟ୍ନେସ୍ ଦେବେ ଆନ୍ଧ୍ର-ଛତିଶଗଡ଼ 17 Feb 2026 13:12:22
ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା 17 Feb 2026 12:29:16
ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ, 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ 17 Feb 2026 12:16:16
ଜୀବନଚର୍ଯ୍ୟା
ଆଜି ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ, ଏହି ୪ ରାଶି ପାଇଁ ଅତ୍ୟନ୍ତ ଶୁଭ... 17 Feb 2026 13:23:29
ଚମକିବ ଚେହେରା, ଖର୍ଚ୍ଚ ହେବନି ଟଙ୍କା! ଘରେ ବନାନ୍ତୁ ବେସନ-ଚନ୍ଦନ ଫେସ୍ ୱାଶ୍ 14 Feb 2026 12:22:17
ଶହେ ରୋଗର ଗୋଟିଏ ଔଷଧ 'କଳା ଲୁଣ': ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା 13 Feb 2026 14:06:21
ଘରେ ଗଙ୍ଗାଜଳ ରଖିଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ନିୟମ ଓ ଚମତ୍କାରୀ ଫାଇଦା 12 Feb 2026 15:50:31
ସମ୍ବନ୍ଧିତ ଖବର
ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍: ବଢିଲା ପୁରସ୍କାର ରାଶି, ଆତ୍ମସମର୍ପଣ କଲେ ମିଳିବ କୋଟିଏରୁ ଅଧିକ ଟଙ୍କା
Published On 11 Feb 2026 12:45:00
ଫେସବୁକ୍ ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ପ୍ରେମିକ ସହ ମିଶି ରଚିଥିଲା ଭୟଙ୍କର ଷଡଯନ୍ତ୍ର
Published On 13 Feb 2026 11:27:04
ନୂତନ ପିଏମଓ 'ସେବାତୀର୍ଥ' ଓ 'କର୍ତ୍ତବ୍ୟ ଭବନ'ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
Published On 13 Feb 2026 15:12:30

1 day ago
1




