ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ

1 day ago 1
.

Breaking News

ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ ପୁଅର ମୃତ୍ୟୁ ଶୋକ ସହିପାରିଲେନି ବାପା-ମା’: ୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଭିଡିଓ ଛାଡି ଆତ୍ମହତ୍ୟା କଲେ ଦମ୍ପତି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା, ଭଗବାନପୁରରେ ବୁଲିଲା ଖଣ୍ଡା: ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: RBIରେ ୬୫୦ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କିପରି କରିବେ ଆବେଦନ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡର ବର୍ଷୀୟାନ ଲେଖକ ସଲିମ ଖାନ; ବାପାଙ୍କୁ ଭେଟିବାକୁ ତରବରିଆ ଭାବେ ପହଞ୍ଚିଲେ ସଲମାନ ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡର ବରିଷ୍ଠ ଲେଖକ ସଲିମ ଖାନ: ହସ୍ପିଟାଲରେ ପହଞ୍ଚିଲେ ପୁଅ ସଲମାନ ଖାନ ଡ୍ରେନ ଗାତରେ ଗଳି ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ଦୁଇ ବାଳ ଅପରାଧୀ ଚମ୍ପଟ The Kerala Story 2 trailer out: ‘ଦ କେରଳ ଷ୍ଟୋରୀ ୨’ର ଦମଦାର୍ ଟ୍ରେଲର ରିଲିଜ୍: ଧର୍ମାନ୍ତରୀକରଣ ଓ ସଂଘର୍ଷକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା ବିଜୟ-ରଶ୍ମିକାଙ୍କ ବାହାଘର: 'ନୋ ଫୋନ୍' ପଲିସି ସହ ଷ୍ଟାରଙ୍କୁ ମନା, ମାସେ ଯାଏଁ ସୁଟିଂ ବନ୍ଦ! କୋଚିନ୍ ସିପିୟାର୍ଡକୁ ମିଳିଲା ୫,୦୦୦ କୋଟିର ବଡ଼ ଅର୍ଡର, ରକେଟ୍ ଭଳି ବଢ଼ିଲା ସେୟାର ଦର ଆଜି ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ, ଏହି ୪ ରାଶି ପାଇଁ ଅତ୍ୟନ୍ତ ଶୁଭ... ସାଇବର ବିଶେଷଜ୍ଞ ସୂର୍ଯ୍ୟନନ୍ଦନଙ୍କ 'ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍' ସହ ସଂଗ୍ରାମ: ସୁସ୍ଥ ଜୀବନଶୈଳୀ ପାଇଁ ଦେଲେ ପରାମର୍ଶ ବିଚିତ୍ର ନିୟମ: ଓଡ଼ିଶା ଗାଡ଼ିକୁ ଫିଟ୍‌ନେସ୍‌ ଦେବେ ଆନ୍ଧ୍ର-ଛତିଶଗଡ଼ ରିଲ୍‌ ନିଶା ଓ ନାବାଳକର ବେପରୁଆ ଗାଡ଼ି ଚାଳନା ନେଲା ଜୀବନ, ନ୍ୟାୟ ପାଇଁ ମା’ଙ୍କ ସଂଗ୍ରାମ ନିଜ ବିବାହ କାର୍ଡ ଦେଇ ଭାଇସହ ବାଇକ୍‌ରେ ଫେରୁଥିଲେ, ଗଛରେ ପିଟିହୋଇ ଭଉଣୀ ମୃତ

The Sakala Logo

Google News

Join Us @ WhatsApp

ମନୋରଞ୍ଜନ

ଓଡ଼ିଶା

 ନବୀନ ପଟ୍ଟନାୟକ

Madhusudan Das Picture

Published On Feb 17, 2026 04:02 PM IST

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଅଭିଭାଷଣରେ ଶବ୍ଦ ଅଧିକା କିନ୍ତୁ କାର୍ଯ୍ୟ ଶୂନ । ରାଜ୍ୟରେ ଭୁଶୁଡି ପଡିଲାଣି ଆଇନଶୃଙ୍ଖଳା । ଏକଥା ବାରମ୍ବାର କୁହାଗଲେ ବି ସରକାର ତତ୍ପର ହେଉନାହାଁନ୍ତି । ଅନ୍ୟ କୌଣସି ରାଜ୍ୟରୁ ଏପରି ହିଂସା ଖବର ଆସୁନି ଯେପରି ଓଡ଼ିଶାରୁ ଆସୁଛି । 

Join Us @ WhatsApp

About The Author

todays-gold-rate-in-bhubaneswar

horoscope today

Google News

Join Us @ WhatsApp

ବଡ ଖବର

ସମ୍ବନ୍ଧିତ ଖବର

Read Entire Article