Breaking News
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ରାମଚନ୍ଦ୍ର କାଡାମ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ ଅନଲାଇନ୍ କ୍ରିକେଟ ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ, ୫ ଅଟକ ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା, କାରଣ ଅସ୍ପଷ୍ଟ ଗୁପଚୁପ୍ ପ୍ରେମୀ ସାବଧାନ! ମସଲା ପାଣିରୁ ବାହାରିଲା ଜୀବନ୍ତ ମୂଷା, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍ ସ୍ତ୍ରୀକୁ ହତ୍ୟା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ, ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଓ ଶଳା ଗୁରୁତର ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ: ୧୦ ରାଜ୍ୟର ୩୭ ଆସନ ପାଇଁ ପଡ଼ିବ ଭୋଟ, ତାରିଖ ଘୋଷଣା କଲେ ନିର୍ବାଚନ କମିଶନ ମଧ୍ୟପ୍ରାଚ୍ୟରେ ଆମେରିକାର ଶକ୍ତି ପ୍ରଦର୍ଶନ: ଇରାନ ସହ ତିକ୍ତତା ମଧ୍ୟରେ ମୁତୟନ ହେଲେ ୫୦ ଲଢୁଆ ବିମାନ ସିନ୍ଧୁ ଜଳ ଚୁକ୍ତି: ପାକିସ୍ତାନକୁ ଆଉ ମିଳିବନି ରାବି ନଦୀର ପାଣି, ଭାରତ ବନ୍ଦ କରିବ ବଳକା ଜଳର ପ୍ରବାହ ରାଜସ୍ଥାନରେ ହାଇ-ଭୋଲ୍ଟେଜ୍ ଡ୍ରାମା: ମୁସଲିମ ଯୁବକ ସହ ରହିବାକୁ ଜିଦ୍ ଧରିଲେ ହିନ୍ଦୁ ଯୁବତୀ, ବିରୋଧରେ ଦେହରେ କିରାସିନି ଢାଳିଲେ ବାପା Wednesday Horoscope: ବୁଧବାର ରାଶିଫଳ ( ୧୮-୦୨-୨୦୨୬) ଜେଲରୁ ବାହାରିଲେ ଅଭିନେତା ରାଜପାଲ ଯାଦବ: ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ ବିଶ୍ୱକପରୁ ବିଦା ହେଲା ଅଷ୍ଟ୍ରେଲିଆ, ସୁପର-୮ରେ ପହଞ୍ଚିଲା ଜିମ୍ବାୱେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ, ଉତ୍ସବରେ ସାମିଲ ହେଲେ ଓମ୍ ବିର୍ଲା ଅଡୁଆରେ ଅମିଷା ପଟେଲ: ଜାରି ହେଲା ଜାମିନ ବିହୀନ ୱାରେଣ୍ଟ, ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ
Published On Feb 18, 2026 01:36 PM IST
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାମଚନ୍ଦ୍ର କାଡ଼ାମ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ହାଇକମାଣ୍ଡ ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିବେ ଦଳର ୧୪ଜଣ ବିଧାୟକ ତାଙ୍କୁ ଭୋଟ ଦେବେ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ପିସିସି ଓ ଏଆଇସିସି ଏନେଇ ଆଲୋଚନା ଜାରି ରଖିଛନ୍ତି । ପିସିସି ସଭାପତି ମଧ୍ୟ ସମର୍ଥନ ପାଇଁ ଅନ୍ୟଦଳ ସହ ଆଲୋଚନା କରୁଛନ୍ତି ।
About The Author

12 hours ago
1
